ଆଜି ଆନ୍ତର୍ଜାତୀକ ଯୋଗଦିବସ । ଗତ 2015ରୁ ଜୁନ୍ 21କୁ ବିଶ୍ୱରେ ଯୋଗଦିବସ ଭାବେ ପାଳନ କରାଯାଉଛି । ଏହି ଆନ୍ତର୍ଜାତୀକ ଯୋଗଦିବସ ପାଳନ ପଛରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ହାତ ରହିଛି । ମୋଦି ଆରମ୍ଭ କରିଥିବା ଏହି ଯୋଗ କ୍ଲାସ୍ ଏବେ ସାରା ବିଶ୍ୱ ପାଳନ କରୁଛି । ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ବିଭାଗ ଗୁଡ଼କ ପକ୍ଷରୁ ଯୋଗ ଦିବସ ପାଳନ କରାଯାଇଛି । ଏମିତିକି ଗତ ଥର ଭଳି ଜଳ, ସ୍ଥଳ ଓ ବାୟୁ ସେନା ପକ୍ଷରୁ ମଧ୍ୟ ଯୋଗ ଦିବସ ପାଳନ କରାଯାଇଛି । ଯବାନମାନେ ବିଭିନ୍ନ ସ୍ଥାନରେ ଦୁଃସାହସିକ ଯୋଗ ପ୍ରଦର୍ଶନ କରିଛନ୍ତି । ଏମିତିକି ଯେଉଁ ସ୍ଥାନରେ ଜଣେ ସାଧାରଣ ମଣିଷ ଖାଲି ଛିଡ଼ା ହେବା କଷ୍ଟକର ହୋଇଥାଏ । ସେହି ସ୍ଥାନରେ ଭାରତୀୟ ଯବାନମାନେ ଯୋଗାଭ୍ୟାସ କରିଥିବା ଦେଖାଯାଇଛି । ସବୁଠାରୁ ବଡ଼ କଥା ହେଲା ଯେ, ଏବେ ଦେଶର ସବୁଠି ଚର୍ଚ୍ଚା ହେଉଛି ‘ମୋଦି ଅଛନ୍ତି ତ ସବୁ କିଛି ସମ୍ଭବ’ । କାରଣ ଯୋଗଦିବସରେ କେବଳ ଯବାନମାନେ ନୁହଁନ୍ତି ଦେଶର ସୁରକ୍ଷାରେ ସହଯୋଗ କରୁଥିବା ତାଲିମ୍ ପ୍ରାପ୍ତ କୁକୁର ମଧ୍ୟ ଯୋଗାଭ୍ୟାସ କରିଛନ୍ତି ।
ଏହା ସହ ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ବଡ଼ ବଡ଼ ନେତା ଓ ମନ୍ତ୍ରୀମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ କରି ଯୋଗଦିବସ ପାଳନ କରିଛନ୍ତି । ସମସ୍ତେ ସେହି ଗୋଟିଏ ବାର୍ତ୍ତା ଦେଇଛନ୍ତି ଯେ, ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିବ ।କେବଳ ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ଯୋଗଦିବସ ପାଳନ କରାଯାଇଛି ।
Union Sports Minister Kiren Rijiju performed yoga at an event organised on the occasion of #YogaDay2019 in Delhi pic.twitter.com/wA3rKmkNT1
— ANI (@ANI) June 21, 2019
Yoga was performed at Kedarnath in Uttarakhand on the occasion for 5th International Yoga Day, today. pic.twitter.com/LLlvrlKLq3
— ANI (@ANI) June 21, 2019
Indian Army personnel performed Yoga in Siachen today on the occasion of 5th #InternationalDayofYoga. pic.twitter.com/8SrNfF9oKA
— ANI (@ANI) June 21, 2019
Navy personnel performed #Yoga today on-board INS Ranvir which is stationed in the Bay of Bengal. #YogaDay2019 pic.twitter.com/8zrcDK4U6d
— ANI (@ANI) June 21, 2019
Delhi: Officers from Airport Authority of India performed yoga at Rajiv Gandhi Bhavan today. #YogaDay2019 pic.twitter.com/zNCkIBpsgc
— ANI (@ANI) June 21, 2019
Gujarat: Indian Army troops & their families perform yoga in Bhuj to celebrate #InternationalDayofYoga pic.twitter.com/m13hmSpQWQ
— ANI (@ANI) June 21, 2019
Andaman Nicobar islands: Sadhguru Jaggi Vasudev at a yoga event organised on Indian Navy Floating Dock in Port Blair on 5th #InternationalYogaDay. pic.twitter.com/ojomNftVil
— ANI (@ANI) June 21, 2019
Army Dog Unit practiced Yoga on #YogaDay2019, today. pic.twitter.com/OOzJrMWqK1
— ANI (@ANI) June 21, 2019
French Ambassador to India, Alexandre Ziegler on #YogaDay2019 : We had more than 100 yoga practitioners this morning. We have Yoga lessons almost everyday at the Embassy. Yoga is becoming popular among the French people now. It helps to stay fit both physically and mentally. pic.twitter.com/WvtpEL5Fak
— ANI (@ANI) June 21, 2019
Himachal Pradesh: ITBP personnel performed yoga on International Yoga Day at Indo-China border in Kinnaur district. #YogaDay2019 pic.twitter.com/z1IAYxKy4J
— ANI (@ANI) June 21, 2019
