ପ୍ରଥମ ଥର ପାଇଁ ଆଇପିଏଲ ଖେଳୁଥିବା ଗୁଜୁରାଟ ଟାଇଟନସ ପଏଣ୍ଟ ତାଲିକାର ଶୀର୍ଷରେ ରହି କ୍ବାଲିଫାୟରକୁ ଯାଇଥିଲା । ସେଠାରେ ରାଜସ୍ଥାନ ରୟାଲସକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟପଟେ ରାଜସ୍ଥାନ ଦ୍ବିତୀୟ କ୍ବାଲିଫାୟାରରେ ଏଲିମିନେଟର ମ୍ୟାଚର ବିଜେତା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇ ଫାଇନାଲ ଟିକେଟ ହାସଲ କରିଛି ।
ମୁହାଁମୁହିଁ ହେବେ ଚଳିତ ସିଜନ୍ର ଦୁଇ ହେଭିୱେଟ୍ ଟିମ୍
Download Argus News App
