ଅଧିକ ପଢନ୍ତୁ :ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆଜି ଆରମ୍ଭ ହେବ ଆଇପିଏଲର ଉଦଘାଟନୀ ମ୍ୟାଚ
ଯେଉଁଥିପାଇଁ ଖେଳାଳୀଙ୍କ ପ୍ରାକ୍ଟିସ୍ ରେ ସମସ୍ୟା ଉପୁଜିଥିଲା। କିନ୍ତୁ ଏହି ବର୍ଷାର ଖୁବ୍ ମଜା ନେଇଥିଲେ ଚେନ୍ନାଇର ଖେଳାଳି। ଚେନ୍ନାଇ ସୁପର କିଙ୍ଗସର ଟିମ୍ ବର୍ଷା ପାଗକୁ ଉପଭୋଗ କରିବା ସହ ଜବରଦସ୍ତ ସ୍ନାକ୍ସ ଆଇଟମ ଖାଇବାରେ ମଜା ନେଇଥିଲେ । ଧୋନିଙ୍କ ସହ ଟିମ୍ ଫିଜିଓ, ଦୀପକ ଚହର, ବେନ୍ ଷ୍ଟୋକ୍ସ, ଡିଭନ୍ କନୱେ ଏବଂ ଅନ୍ୟ ଖେଳାଳୀମାନେ ମଧ୍ୟ ଜଲେପି ଖାଉଥିବା ଦେଖିବାକୁ ମିଳିଥିଲା। ଚେନ୍ନାଇ ଖେଳାଳିମାନେ ବର୍ଷା ସମୟରେ ସ୍ନାକ୍ସରେ ଜଲେପି, ପକୁଡି ଖାଉଥିବା ଏକ ଭିଡିଓ CSK ଦ୍ୱାରା ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରାଯାଇଛି |
କ୍ରୀଡ଼ା ଖବର ଆହୁରି ପଢନ୍ତୁ