ବାରମ୍ବାର ବିଭିନ୍ନ ଦଳର ଖେଳାଳୀମାନେ ଓ ସପୋର୍ଟ ଷ୍ଟାପ ମାନେ ପଜିଟିଭ ଚିହ୍ନଟ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
ବନ୍ଦ ହେଲା ଆଇପିଏଲ

ଅର୍ଗସ ବ୍ୟୁରୋ: କରୋନାର କାୟା ସମଗ୍ର ଦେଶକୁ କବଳିତ କରି ସାରିଲାଣି। ଦିନକୁ ଦିନ ପଜିଟିଭଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେବେ ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆଇପିଏଲକୁ ସମ୍ପୂର୍ଣ୍ଣ ଭାବରେ ସ୍ଥଗିତ ରଖାଯାଇଛି। ଏ ନେଇ ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି।
Download Argus News App
