Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ବଡଚଣାରୁ ଲଢିବେ ବର୍ଷା ପ୍ରିୟଦର୍ଶିନୀ
ବାଲେଶ୍ଵରରେ ବିଜେପି ପ୍ରତି ବଢୁଛି ସମର୍ଥନ
ଅର୍ଗସ ବ୍ୟୁରୋ : ବାଲେଶ୍ଵର ରାଜନୀତିରେ ଏବେ କେଁ । କାରଣ ବିଜେଡିର ପ୍ରାର୍ଥୀଙ୍କ ଉପରେ ଭରସା କରିପାରୁନାହାନ୍ତି ଭୋଟର । ସେଇଥି ଲାଗି ତ ଏବେ ପ୍ରାର୍ଥୀଙ୍କୁ ନେଇ ଏବେ ଚିନ୍ତାରେ ଶୀର୍ଷ ନେତୃତ୍ଵ । ଯିଏ ଦିନେ ସହଯୋଗୀ ଥିଲେ, ଏବେ ସିଏ ପ୍ରତିନ୍ଦ୍ବନ୍ଦୀ । ପରସ୍ପରକୁ ଶାଣିତ ସ୍ୱରରେ କରିବେ ଟାର୍ଗେଟ୍ । ଶବ୍ଦ ବାଣରେ ଦୁଇ ନେତା ପରସ୍ପରକୁ ଘାଇଲା କରିବେ ଏବଂ ନିଜ ସପକ୍ଷରେ ଭୋଟ
କେଜ୍ରିୱାଲଙ୍କର ଜେଲରେ ଦେହ ଖରାପ
ନୂଆଦିଲ୍ଲୀ: ତିହାର ଜେଲରେ ଦିନ କାଟୁଥିଵା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟାଇପ-୨ ମଧୁମେହ ରୋଗରେ ଆକ୍ରାନ୍ତ । ସେ ଜେଲେରେ ଥିଵା ଵେଳେ ତାଙ୍କର ଖାଇଵାକୁ ନେଇ ଅନେକ ଚର୍ଚ୍ଚା ଚଲିଥିଵା ଜଣାପଡିଛି । ତିହାର ଜେଲରେ ଥିବାବେଳେ ଇନସୁଲିନକୁ ବାରଣ କରାଯାଇଛି କି ତାକୁ ନେଇ ଆମ ଆଦର୍ମି ପାର୍ଟିର ସଦସ୍ୟ ପ୍ରଶ୍ନ ଉଠାଇଛନ୍ତି । ତେଵେ ଇଡି ପକ୍ଷର