ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ୍ ରାହୁଲ ନଭେମ୍ବରରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ଗସ୍ତରୁ ବିଶ୍ରାମ ନେବା ପରେ ଡିସେମ୍ବରରେ ଏହି ଦଳ ସହିତ ଯୋଗଦେବେ । ହେଲେ ଯଶପ୍ରୀତି ବୁମରା ଆହତରୁ ମୁକୁଳି ପାରିନଥିବାରୁ ସେ ଏହି ଦଳରେ ସ୍ଥାନ ପାଇନାହାନ୍ତି । ସେହିପରି ହନୁମାବିହାରୀ ଓ ଆଜିଙ୍କୟ ରାହାଣେ ମଧ୍ୟ ଟେଷ୍ଟ ଦଳକୁ ଫେରି ପାରିନାହାନ୍ତି ।
ଟେଷ୍ଟ ଦଳ: ରୋହିତ ଶର୍ମା(ଅଧିନାୟକ), କେଏଲ୍ ରାହୁଲ, ଶୁବମନ ଗିଲ୍, ଚେତେସ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ୍ , କେଏସ୍ ଭରତ, ରିବଚନ୍ଦ୍ରନ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଶାର୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ ।
ଦିନିକିଆ ଦଳ: ରୋହିତ ଶର୍ମା(ଅଧିନାୟକ), କେଏଲ୍ ରାହୁଲ, ଶିଖର ଧାୱନ, ବିରାଟ କୋହଲି, ରଜତ ପଟିଦାର,ଶ୍ରେୟସ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ୍, ଇଶାନ କିଶନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ଶାର୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଦୀପକ ଚହର, ୟାଶ ଦୟାଲ ।
ଭାରତ ଖବର ଆହୁରି ପଢ଼ନ୍ତୁ ।