ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ମାଗଣା ଟ୍ୟୁସନ ଦେବା ନେଇ କୋଚିଂ ସେଣ୍ଟର ପ୍ରତିଷ୍ଠା କରାଯାଉଛି । ପ୍ରସାଶନର ଏ ପଦକ୍ଷେପକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ବେଶ ପ୍ରସଂଶା କରାଯାଇଛି ।
ଯୁବପୀଢୀଙ୍କୁ ପ୍ରଶାସନିକ ସେବା ପ୍ରତି ପ୍ରସ୍ତୁତି ପାଇଁ ମାଗଣା ଟ୍ୟୁସନ

ଅର୍ଗସ ବ୍ୟୁରୋ : ବିକାଶ ଧାରାରେ ଆଗଉଛି ଜାମ୍ମୁକାଶ୍ମୀର । ଘାଟିର ଯୁବପୀଢୀଙ୍କୁ ପ୍ରଶାସନିକ ସେବା ପ୍ରତି ପ୍ରସ୍ତୁତି ପାଇଁ ମାଗଣା ଟ୍ୟୁସନର ସୁବିଧା । ଜାମ୍ମୁକାଶ୍ମୀରର କୁପୱାରାରେ ଛାତ୍ରଛାତ୍ରୀଙ୍କୁ ମାଗଣା ସିଭିଲ ସର୍ଭିସ ଟ୍ୟୁସନ ଦିଆଯିବ ।
Download Argus News App
