କିଛି ଅଘଟଣ ଭୟରେ ସେଠାରେ ବସବାସ କରୁଥିବା ଲୋକମାନେ ନିଜ ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଛନ୍ତି । ସ୍ଥାନୀୟ ପ୍ରଶାସନ ମଧ୍ୟ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଘର ଖାଲି କରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛି । ବୈଜ୍ଞାନିକଙ୍କ ଟିମ୍ ଏବଂ ପ୍ରଶାସନିକ ଅଧିକାରୀମାନେ ଅଂଚଳ ପରିଦର୍ଶନ କରି ଅନୁଧ୍ୟାନ କରୁଛନ୍ତି ।
ଭାରତ ଖବର ଆହୁରି ପଢନ୍ତୁ