ଦୁର୍ଘଟଣା ଘଟିବାରୁ ସୂଚନା ମିଳିବା ପରେ ତୁରନ୍ତ ଆକ୍ସନ ମୋଡ୍ କୁ ଆସିଥିଲେ ଯବାନ ଓ ବାରମୂଳା ପୋଲିସ ଏବଂ ବିଭିନ୍ନ ସୁରକ୍ଷା ଏଜେନ୍ସି । ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ । ଆହତ ମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଯାଇଛି । ତେବେ କିଛି ବିଦେଶୀ ପର୍ଯ୍ୟଟକ ଓ ସ୍କିମର ଗୁଲମାର୍ଗରେ ବୁଲୁଥିବା ବେଳେ ହିମସ୍ଖଳନ ଘଟିଥିଲା ।
ଜମ୍ମୁ କାଶ୍ମୀର ଗୁଲମାର୍ଗରେ ଭୟଙ୍କର ହିମସ୍ଖଳନ
Download Argus News App
