ଦୁଇ ଦେଶର ସମ୍ପର୍କ ବଢ଼ାଇବା ପାଇଁ ଭାରତ ଗସ୍ତ କରିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ । ଏହି ଅବସରରେ ୟୂକ୍ରେନ୍ ରୁଷିଆ ଯୁଦ୍ଧ ସମେତ ବିଶ୍ବର ବିଭିନ୍ନ ପ୍ରସଙ୍ଗ ଓ ସମସ୍ୟା ନେଇ ଦୁଇ ଦେଶର ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି।
ଦୁଇ ଦିନଆ ଭାରତ ଗସ୍ତରେ ଅଛନ୍ତି ଜାପାନର ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ମୋଦିଙ୍କ ସହ ଗୁପଚୁପ୍ ଖାଇଲେ କିଶିଦା । ଦୁଇ ଦିନଆ ଭାରତ ଗସ୍ତରେ ଅଛନ୍ତି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ଆଜି ଦୁଇ ଦେଶର ନେତା ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଭାବ ବିନିମୟ କରିବା ସହ ଲସି, ଆମ ପଣା ଏବଂ ଗୁପଚୁପ୍ ଖାଇଛନ୍ତି ।
Download Argus News App
