Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଜଳୁଛି ଓଡ଼ିଶା, ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର
ପ୍ରଚଣ୍ଡ ଖରାରେ ପାଣିର ଅଭାବ
ଖୋର୍ଦ୍ଧା: ପ୍ରଚଣ୍ଡ ଖରାରେ ପାଣିର ଅଭାବ । ପାନୀୟ ଜଳର ଘୋର ଅଭାବ ଯୋଗୁଁ ସାଧାରଣ ଲୋକେ ବାଧ୍ୟ ହୋଇ ଦୂଷିତ ପାଣି ନଚେତ ଚୂଆ ଖୋଳି ଜଳ ସଂଗ୍ରହ କରୁଛନ୍ତି । ଆଉ ଶେଷରେ ଗୋଡା ଗ୍ରାମବାସୀ 15 କିମି ଚାଲି ଚାଲି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗରା, ବାଲଟି, ମାଠିଆ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍
ମହାପ୍ରଭୁଙ୍କ ସାନିଧ୍ୟ ନେଲେ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହ୍ୱାଲ
ପୁରୀ/ନୂଆଦିଲ୍ଲୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହ୍ୱାଲ । ମହାପ୍ରଭୁଙ୍କ ଉପରେ ସମସ୍ତଙ୍କ ଆସ୍ଥା ରହିଛି ଏବଂ ଜଗନ୍ନାଥ ଦର୍ଶନ ଆଳତି ଦର୍ଶନ କରିବାର ସୌଭାଗ୍ୟ ପାଇ ଖୁବ୍ ଭାବବିହ୍ୱଳ ହୋଇଛନ୍ତି ବୋଲି କହିଛନ୍ତି ସାଇନା । ଶ୍ରୀମନ୍ଦିରରେ ପ୍ରାୟ ଘଣ୍ଟାଏ ବିତେଇବା ସହ ପ୍ରସାଦ ସେବନ କରିବାର ସୌଭାଗ୍ୟ ପାଇଛନ୍ତି ସାଇନା