ଜିଓ ଚେୟାରମ୍ୟାନ୍ ଆକାଶ ଅମ୍ବାନୀ ଆଜି ରାଜସ୍ଥାନର ଶ୍ରୀନାଥଜି ମନ୍ଦିର ପରିସରରୁ ଜିଓ ୫ଜି ସର୍ଭିସ ଏବଂ ଜିଓ ଟ୍ରୁ ୫ଜି ଓ୍ବାଇ ଫାଇ ସର୍ଭିସର ଶୁଭାରମ୍ଭ କରିଛନ୍ତି । ଏହା ଫଳରେ ଦେଶର ୬ ଟି ସହରକୁ ସମ୍ପ୍ରସାରିତ ହୋଇଛି ଜିଓର ୫ଜି ସେବା । ପର୍ଯ୍ୟାୟ କ୍ରମ ଅନ୍ୟ ସହରକୁ ସେବା ଯୋଗାଇ ଦିଆଯିବ ବୋଲି ଜଣା ପଡ଼ିଛି ।
ଟେକ୍ନୋଲୋଜି ଖବର ଆହୁରି ପଢ଼ନ୍ତୁ ।