ବିପୁଳ ସ୍ବାଗତ ସହ ନଡ୍ଡାଙ୍କ ଗସ୍ତକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଥିଲା ପରା ରାସ୍ତା । କର୍ମୀଙ୍କ ସହ ଏକାଠି ହୋଇଥିଲା ହଜାର ହଜାର ଜନତା । ତେବେ ନୂଆ ଭାରତରେ କେବଳ ବିଜେପି ହିଁ କର୍ଣ୍ଣାଟକକୁ ବିକାଶ ଦିଗରେ ଆଗେଇ ନେବ ବୋଲି କହିଛନ୍ତି ନଡ୍ଡା ।