ଭାରତର ୧୦୦ରୁ ଉର୍ଦ୍ଧ୍ବ ଉଦ୍ଧାରକାରୀ ଦଳ ଏବେ ଭୂକମ୍ପ ପିଡ଼ିତ ତୁର୍କୀ ଓ ସିରିଆରେ ଚଳାଇଛନ୍ତି ଉଦ୍ଧାର ଓ ଥଇଥାନ କାର୍ଯ୍ୟ । ମାଟି ଗଦା ତଳେ ଚାପି ହୋଇ ରହିଥିବା ମଣିଷ ଓ ପାଳିତ ଜୀବଜନ୍ତୁଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ସହଯୋଗ କରିବେ ଭାରତରୁ ଯାଇଥିବା ଡଗ୍ ସ୍କ୍ବାଡର ଏହିସବୁ ସଦସ୍ୟ ।
ଅଧିକ ଭାରତ ନ୍ୟୂଜ଼ ପଢନ୍ତୁ