ସୁପ୍ରିମକୋର୍ଟ କଲେଜିଅମଙ୍କ ସୁପାରିଶ ଉପରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ଜଷ୍ଟିସ ଯଶୱନ୍ତ ସିଂହଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୮ ଅକ୍ଟୋବର ୨୦୨୧ ମସିହାରେ ଜଷ୍ଟିସ ସିଂହ ଓଡ଼ିଆ ହାଇକୋର୍ଟର ବିଚାରପତି ହୋଇଥିଲେ । ଏହା ପୂର୍ବରୁ ସେ ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଥିଲେ । ଏହା ପରେ ତାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଥିଲା ।
ଭାରତ ନ୍ୟୁଜ ଆହୁରି ପଢନ୍ତୁ