ଅଧିକ ପଢନ୍ତୁ : କମେଡି ସହ ଆକ୍ଟିଂରେ ନିଜର ଜଲୱା ଦେଖାଇବେ କପିଲ
ତେବେ କିଛିବର୍ଷ ତଳେ ମୋଦିଙ୍କୁ ଏକ ଟ୍ବିଟ କରି ବିବାଦକୁ ଆସିଥିଲେ କପିଲ । ସେ ଟ୍ବିଟରେ ସେ ଏକ ସମସ୍ୟାର ସମାଧାନ ପାଇଁ ମୋଦିଙ୍କୁ ଟ୍ୟାଗ କରିଥିଲେ । ତେବେ ସେ ଟ୍ବିଟକୁ ନେଇ ମଧ୍ୟ ନିଜର ମତାମତ ଦେଇଥିଲେ କପିଲ । ସେ କହିଥିଲେ, ସେମାନଙ୍କଠୁ କିଛି ଆଶା ରଖାଯାଏ, ଯେଉଁମାନେ ତୁମର ସମସ୍ୟା ବୁଝିଥାନ୍ତି । ମୋଦିଜୀ ଜଣେ ବେଶ ଆମ ଭଳି ମଣିଷ ଲାଗନ୍ତି । ଯିଏ ଅନ୍ୟମାନଙ୍କ ସମସ୍ୟା ଶୁଣିଥାନ୍ତି । ସେଥିପାଇଁ ମୁଁ ତାଙ୍କୁ ଟ୍ୟାଗ କରିଥିଲି । କପିଲ ଆଗକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତକାର ନେବାପାଇଁ ଇଚ୍ଛା ରଖିଛନ୍ତି ।
ଅଧିକ ପଢନ୍ତୁ : କପିଲଙ୍କ ସୋ ରେ ଖାନ୍ ସାର