ମୁଖ୍ୟମନ୍ତ୍ରୀ ପଦରୁ ବି.ଏସ ୟେଦ୍ୟୁରପ୍ପା ଇସ୍ତଫା ଦେଲାପରେ ରାଜନୈତିକ ହଟଚମଟ ଜାରି ରହିଥିଲା ।
କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବସବରାଜ ବୋମ୍ମାଇ

ଅର୍ଗସ ବ୍ୟୁରୋ: କର୍ଣ୍ଣାଟକକୁ ମିଳିଲା ନୂତନ ମୁଖ୍ୟମନ୍ତ୍ରୀ। ବସବରାଜ ବୋମ୍ମାଇ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କିସାନ ରେ଼ଡ୍ପି ପର୍ଯ୍ୟବେକ୍ଷକ ଭାବରେ ଆଜି କର୍ଣ୍ଣାଟକ ଯାଇଥିଲେ।
Download Argus News App
