ଅକ୍ଟୋବର ୧୩ ଏବଂ ୧୪ ତାରିଖ ଏହି ୨ ଦିନ ଧରି ପାଳିତ ହେବାକୁ ଥିବା କରଓ୍ବା ଚୌଥ ପାଇଁ ବଜାରରେ ମଧ୍ୟ ବହୁତ ଭିଡ଼ ଦେଖିବାକୁ ମିଳିଥିଲା । ବିବାହିତ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୂ ପାଇଁ ଏହି ବ୍ରତ ପାଳନ କରିଥାଆନ୍ତି । ପ୍ରତିବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ କରଓ୍ବା ଚୌଥ୍ । ସାଧାରଣତଃ ଉତ୍ତର ଭାରତର ବିବାହିତ ମହିଳାମାନେ ବେଶି ସଂଖ୍ୟାରେ ଏହି ବ୍ରତ ପାଳନ କରିଥାନ୍ତି ।
ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଉତ୍ସବର ମାହୋଲ
Download Argus News App
