ଦୀର୍ଘ ଦିନ ଧରି ନ୍ୟାୟ ପାଇବାକୁ ବାରଣ କରାଯାଉଥିବା କିନ୍ନର ସମ୍ପ୍ରଦାୟର ସ୍ୱର ହୋଇଥିବାରୁ ସେ ତାଙ୍କ ଦୃଷ୍ଟିକୁ ପ୍ରଶଂସା କରିଛନ୍ତି। ଏହାସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
କେରଳର ପ୍ରଥମ କିନ୍ନର ଆଇନଜୀବୀ ପଦ୍ମାଲକ୍ଷ୍ମୀ

ଅର୍ଗସ ବ୍ୟୁରୋ: କେରଳର ପ୍ରଥମ କିନ୍ନର ଆଇନଜୀବୀ ହେଲେ ପଦ୍ମାଲକ୍ଷ୍ମୀ। ଏର୍ନାକୁଲମ ସରକାରୀ ଆଇନ କଲେଜରୁ ଡିଗ୍ରି ହାସଲ କରିଛନ୍ତି ପଦ୍ମାଲକ୍ଷ୍ମୀ। ସେ ତାଙ୍କ ଜୀବନର ଅନେକ ବାଧାବିଘ୍ନକୁ ଅତିକ୍ରମ କରି ଆଜି କେରଳର ପ୍ରଥମ କିନ୍ନର ଆଇନଜୀବୀ ହୋଇପାରିଛନ୍ତି। ଏହି ସଫଳତା ପାଇଁ ଲକ୍ଷ୍ମୀ ଅନେକ ସଂଘର୍ଷର ସମ୍ମୁଖୀନ ହୋଇଥିବା କଥା ଆଇନ ମନ୍ତ୍ରୀ କହିଛନ୍ତି।
Download Argus News App
