Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ହୀରାକୁଦ ଡଙ୍ଗା ବୁଡି ଘଟଣାରେ ୮ ମୃତ
ଭୈରବ କାର୍ତ୍ତିକେୟନଙ୍କ ଯୋଗୁଁ ଓଡ଼ିଶାରେ ଭୁଷୁଡ଼ିବ ବିଜେଡି ଦୁର୍ଗ !
ଅର୍ଗସ ବ୍ୟୁରୋ : ଜାତୀୟ ଗଣମାଧ୍ୟମ ସଂସ୍ଥା ଲୋକ ପୋଲ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରେ ଓଡ଼ିଶା ନେଇ ସାଂଘାତିକ ଖୁଲାସା । ସର୍ଭେ ରିପୋର୍ଟ କହୁଛି ୨୦୨୪ ନିର୍ବାଚନରେ ପାଣ୍ଡିଆନଙ୍କ ପାଇଁ ବୁଡ଼ିବ ବିଜେଡି ଡଙ୍ଗା । ଭୈରବ କାର୍ତ୍ତିକେୟନଙ୍କ ରାଜନୈତିକ ଏକଛତ୍ରବାଦ ଯୋଗୁଁ ବିଜେଡି ନେତାଙ୍କ ମଧ୍ୟରେ ତୀବ୍ର ହେଉଛି ଅସନ୍ତୋଷ । ଯାହାକି ଦଳର ଭୋଟକୁ କରିବ ପ୍ରଭାବିତ । ଖାଲିସେତିକି ନୁହେ
ସାଵଧାନ :ପିଲାଙ୍କୁ ବୋର୍ନଭିଟା ଦେଉଛନ୍ତି କି ?
ଅର୍ଗସ ବ୍ୟୁରୋ : ଯଦିଓ ଆପଣଙ୍କ ପିଲାମାନଙ୍କୁ ସୁସ୍ଥ ଏବଂ ପର୍ଯ୍ୟାପ୍ତ ପରିମାଣରେ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ବୋର୍ନଭିଟା କିମ୍ବା ଅନ୍ୟ କୌଣସି ଜିନିଷ ପିଇଵାକୁ ଦିଅନ୍ତି । ତେବେ ସରକାର ବର୍ତ୍ତମାନ ବୋର୍ନଭିଟା ସମେତ ଅନେକ ପାନୀୟକୁ ଜିନିଷକୁ ସ୍ୱାସ୍ଥ୍ୟ ବର୍ଗରୁ ହଟାଇ ଦେଇଛନ୍ତି ଆସନ୍ତୁ ଜାଣିଵା ସେଗୁଡିକ କଣ :- ପିଲାମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଦେବ