କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ଅର୍ଗସ ବ୍ୟୁରୋ: ଭୋଟ ଦେଲେ ମେଟ୍ରୋ ମ୍ୟାନ ଇ ଶ୍ରୀଧରନ । ସେ ପାଲକଡରେ ନିଜର ଧର୍ମପତ୍ନୀଙ୍କ ସହ ଭୋଟ ପ୍ରଦାନ କରିଛନ୍ତି । ଏହି ସମୟରେ ସେ ପାଲକଡ୍ଡରେ ବହୁତ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବେ ବୋଲି କହିଛନ୍ତି ।
କେରଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦଳ ଚେହେରା କରିଥିବା ଜଣାପଡ଼ିଥିଲା । ପଦ୍ମଶ୍ରୀ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ମେଟ୍ରୋ ମ୍ୟାନ ଶ୍ରୀଧରନ ଦେଶର ବିକାଶର ପ୍ରତୀକ ଭାବେ ଜଣାଶୁଣା । ଇ ଶ୍ରୀଧରନ କେବଳ ମେଟ୍ରୋ ନୁହେଁ, କୋଙ୍କଣ ରେଲୱେରେ ଉତ୍କୃଷ୍ଠ ଯୋଗଦାନ ପାଇଁ ମଧ୍ୟ ପରିଚିତ ।