କେନ୍ଦ୍ରୀୟ ବଜେଟରେ ବିକାଶର ଚିତ୍ର
ଜିମରୁ ଫେରୁଥିବା ବେଳେ ମହିଳାଙ୍କୁ ଅପହରଣ ଉଦ୍ୟମ

ଅର୍ଗସ ବ୍ୟୁରୋ : ଜିମରୁ ଫେରୁଥିବା ବେଳେ ମହିଳାଙ୍କୁ ଅପହରଣ ଉଦ୍ୟମ । ହରିୟାଣାର ଯମୁନାନଗରରେ ଜଣେ ମହିଳା ଜିମରୁ ଫେରୁଥିବା ବେଳେ ୪ ଜଣ ଦୁର୍ବୁତ୍ତ ଉକ୍ତ ମହିଳାଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ । ହେଲେ ଅଳ୍ପକେ ବର୍ତିଯାଇଛନ୍ତି ସମ୍ପୃକ୍ତ ମହିଳା । ୪ ଜଣଙ୍କ ମଧ୍ୟରୁ ଜଣକୁ ପୋଲିସ କାବୁ କରିବାରେ ସଫଳ ହେବା ସହ ଏନେଇ ତଦନ୍ତ ଜାରି ରହିଛି ।
Download Argus News App
