ଲାଲୁ ମଧୁମେହ, ରକ୍ତଚାପ, ହୃଦରୋଗ ଓ କିଡନୀ ଭଳି ଅନେକ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ। ତେବେ ତାଙ୍କର କିଡନୀ ସବୁଠୁ ଅଧିକ ଗୁରୁତର। ଲାଲୁଙ୍କର କିଡନୀ ମାତ୍ର ୨୬% କାମ କରୁଛି। ଏପରିସ୍ଥଳେ ସେଠାରେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇପାରେ। ତେବେ ଟ୍ରାନ୍ସପ୍ଲାଣ୍ଟ କିମ୍ବା ଅନ୍ୟ କୌଣସି ଚିକିତ୍ସା ସିଙ୍ଗାପୁରର ଡାକ୍ତରୀ ଟିମର ଚେକଅପ ପରେ କରାଯିବ ବୋଲି ପୁଅ ତେଜସ୍ବୀ ଯାଦବ କହିଛନ୍ତି।
ରାଜନୀତି ଖବର ଆହୁରି ପଢନ୍ତୁ ।