ଓଡ଼ିଶାରେ ମୌସୁମୀ କେବେ ପହଞ୍ଚିବ ସେ ନେଇ ଆକଳନ ହୋଇନଥିବା କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ବୈଜ୍ଞାନିକ ଆର୍.କେ ଜେନାମଣି । ତେବେ ଜୁନ୍ ମାସରେ ଭାରତରେ ନିଅଣ୍ଟିଆ ବର୍ଷା ହୋଇପାରେ । ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶାର ପଡିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର: