୫୮ କୋଟି ଟଙ୍କା ସାହିଦ ଓ ମୀରାଙ୍କ ଏହି ନୂଆ ଘରର ଦାମ। ଅଭିନେତା ସାହିଦ କପୁର ୪-୫ ଦିନ ତଳେ ନୂଆ ଘରକୁ ଯାଇଛନ୍ତି। ସାହିଦଙ୍କ ନୂଆ ଘରେ ୫୦୦ ବର୍ଗଫୁଟ୍ର ବାଲ୍କୋନି ରହିଥିବା ସୂଚନା ରହିଛି। ଗୃହ ପ୍ରବେଶ ଅବସରରେ ସାହିଦ ଓ ମୀରା ସେମାନଙ୍କ ଆପଣାର ଲୋକଙ୍କ ପାଇଁ ଏକ ଛୋଟ ପାର୍ଟିର ଆୟୋଜନ କରିଥିଲେ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।