କାରଣ ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେଉଥିବା ବେଳେ ଡଲାର ତୁଳନାରେ ପାକିସ୍ତାନୀ ମୁଦ୍ରା ମଧ୍ୟ ଖସି ଚାଲିଛି। ଯାହାଫଳରେ ହଜାର ହଜାର କଣ୍ଟେନର ପାକ୍ ସୀମାରେ ଅଟକି ରଖିଛି।
ସେପଟେ ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବ ଦେଖାଦେଲାଣି। ଯେଉଁଥିପାଇଁ ପେଟ୍ରୋଲ, ଡିଜେଲର ଦାମ ମଧ୍ୟ ଆକାଶ ଛୁଆଁ ହୋଇଛି। ପାକିସ୍ତାନୀ ଖବରକାଗଜ ଡନର ରିପୋର୍ଟ ଅନୁସାରେ ଫେବ୍ରୁଆରୀ 1 ତାରିଖ ଯାଏଁ ପେଟ୍ରୋଲର ଦାମ ୪୫ରୁ ୮୦ ଟଙ୍କା ଯାଏଁ ବଢ଼ିପାରେ।
ବିଦେଶ ଖବର ଆହୁରି ପଢନ୍ତୁ ।