ଏଣିକି ଟ୍ରାକ ଉପରେ ନିର୍ଦ୍ଧିଷ୍ଟ ବେଗରେ ଟ୍ରେନ ଗୁଡିକ ଟ୍ରାକ ପରିବର୍ତ୍ତନ କରିବ। ଏନେଇ ଲୁପ୍-ଲାଇନ୍ କ୍ରସିଂ ପରୀକ୍ଷା ସମାପ୍ତ ହୋଇଥିବା ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏନେଇ ଆଜି ଟ୍ରେନର ଟ୍ରାକ ସ୍ପିଡ ଟେଷ୍ଟ କରାଯାଇଛି।
ଲୁପ୍ ଲାଇନ୍ ଅତିକ୍ରମ କରିବା / ପ୍ରବେଶ କରିବା ସମୟରେ ସ୍ବୟଂ ଚାଳିତ ଭାବେ ଟ୍ରେନର ବେଗ କମୁଥିବା ଦେଖିବାକୁ ମିଳିଛି। ସେହିପରି ଷ୍ଟେସନ ପାଖେଇ ଆସିଲେ ଟ୍ରେନର ହୁଇସିଲ ମଧ୍ୟ ଆପେ ଆପେ ବାଜିବା ଆରମ୍ଭ କରୁଥିବା ଦେଖିବାକୁ ମିଳିଛି।
Loop-line crossing test done👍.
Kavach automatically restricts the speed to 30 kmph (allowed speed) while crossing/entering loop-line. #BharatKaKavach pic.twitter.com/SHDOyaE39u — Ashwini Vaishnaw (@AshwiniVaishnaw) March 4, 2022