Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ସାଢେ ୮ରେ ୩୬ ଛୁଇଁଲା ତାପମାତ୍ରା
ଅରୁଣାଚଳ ପ୍ରଦେଶ ଓ ଚୀନର ସୀମାରେ ଭୂସ୍ଖଳନ
ଅରୁଣାଚଳ ପ୍ରଦେଶ : ଅରୁଣାଚଳ ପ୍ରଦେଶ ଓ ଚୀନର ସୀମାରେ ପ୍ରବଳ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ହେଵା ଦ୍ଵାରା ଜାତୀୟ ରାଜପଥ ୩୩ ର ଏକ ବଡ଼ ଅଂଶ ମଧ୍ୟ ପ୍ରଭାବିତ ହୋଇଛି । ଯଦିଓ, ରାସ୍ତାର ପ୍ରଭାବିତ ଅଂଶର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି କିନ୍ତୁ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଏହାର ମରାମତି କରିବାରେ ଅସୁବିଧା ହେଉଛି ଅରୁଣାଚଳ ପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ଭୂସ୍ଖଳନ ହେଇଥାଏ
ଆନ୍ଧ୍ର ପ୍ରାର୍ଥୀଙ୍କର ରାଲିରେ ସାମିଲ ହେଲେ କୋଟିଆବାସୀ
କୋରାପୁଟ: ଆନ୍ଧ୍ର ପ୍ରାର୍ଥୀଙ୍କର ରାଲିରେ ସାମିଲ ହେଲେ କୋଟିଆବାସୀ । ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ମାନୟମ୍ ଜିଲ୍ଲାର ସାଲୁର ନିର୍ବାଚନ ମଣ୍ଡଳୀରେ YSRCP ସାଲୁରୁ ବିଧାୟକ ପ୍ରାର୍ଥୀ ପିଡ଼ିକା ରାଜନ ଦୋରା ନାମାଙ୍କନ ବେଳେ କୋଟିଆ ବାସୀ ସାମିଲ ହୋଇଥିଲେ । ଆନ୍ଧ୍ର ପକ୍ଷରୁ ସେମାନଙ୍କୁ ଯୋଜନାବଦ୍ଧ ଭାବେ ସାମିଲ କରାଯାଉଥିଲେ ମଧ୍ୟ ଓଡିଶା ସରକାର ଚୁପ ରହିଛନ୍ତି । ଓଡି