भारत रत्न बाबासाहेब डॉ. भीमराव अम्बेडकर को उनके महापरिनिर्वाण दिवस पर सादर श्रद्धांजलि।
Tributes to Dr. Ambedkar Ji on Mahaparinirvan Diwas. pic.twitter.com/e3ieIbG4Me — Narendra Modi (@narendramodi) December 6, 2021
ସେହିପରି ଟ୍ୱିଟ୍ କରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଭାରତରତ୍ନ ବାବାସାହେବ ଦେଶକୁ ଏକ ପ୍ରଗତିଶୀଳ ଓ ସର୍ବସମାବେଶୀ ସମ୍ବିଧାନ ଦେଇଛନ୍ତି । ରକ୍ଷାମନ୍ତ୍ରୀ ରାଜନାଥ ଟ୍ୱିଟ୍ କରି କହିଛନ୍ତି, ନୂଆ ଭାରତ ନିର୍ମାଣରେ ବାବାସାହେବଙ୍କ ଯୋଗଦାନ ସବୁବେଳେ ମନେ ରଖିବ ଦେଶ ।