Maharashtra | 7 medical students, including BJP MLA from Tirora constituency Vijay Rahangdale’s son Avishkar Rahangdale, died after their car fell from a bridge near Selsura around 11.30 pm on Monday (January 24) pic.twitter.com/Hc9WC7sZvx — ANI (@ANI) January 25, 2022
ୱାର୍ଦ୍ଧାର ସେଲସୁରା ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନାଥାଉ କି, ସାଭାଙ୍ଗିର ମେଡିକାଲ୍ କଲେଜର ଏହି ଛାତ୍ରମାନେ ଦବେଲୀରୁ ୱାର୍ଦ୍ଧା ଅଭିମୁଖେ ଯାଉଥିଲେ । ତେବେ କୌଣସି କାରଣରୁ ବା ଭାରସାମ୍ୟ ହରାଇ କାରଟି ପୋଲ ତଳକୁ ଖସି ପଡିଥିଲା । ମୃତକଙ୍କ ମଧ୍ୟରେ ରହିଛନ୍ତି ତିରୋରା ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ବିଜୟ ରାହଙ୍ଗଦେଲଙ୍କ ପୁଅ ଅଭିଷେକ ରାହଙ୍ଗଦେଲ ।