ସୂଚନାମୁତାବକ, ବର୍ଦ୍ଧା ନଦୀକୁ ପାର୍ କରୁଥିବାବେଳେ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗାଟି ସନ୍ତୁଳନ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଆଠ ଜଣ ଲୋକ ନିଖୋଜ ଅଛନ୍ତି।
ଡଙ୍ଗା ଓଲଟି ଗୋଟିଏ ପରିବାରର ୧୧ ମୃତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ଅମରାବତୀରେ ହୃଦୟବିଦାରକ ଦୁର୍ଘଟଣା। ଡଙ୍ଗା ଓଲଟି ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ଘଟିଛି।
Download Argus News App
