ଏହାସହ ମହାରାଷ୍ଟ୍ର ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟକୁ ପ୍ରବେଶ କରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ 48 ଘଣ୍ଟା ପୂର୍ବରୁ ହୋଇଥିବା ଦରାକାର । ପୂର୍ବରୁ ଏହି ନିୟମ କେବଳ ଅଧିକ ସଂକ୍ରମିତ ହୋଇଥିବା ଅଞ୍ଚଳରେ ଲାଗୁ କରାଯାଉଥିବାବେଳେ ଏବେ ଯେକୌଣସି ସ୍ଥାନରୁ ଆସିଲେ ବି ଏହାକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ରାଜ୍ୟରେ ଆହୁରି 15 ଦିନ ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଏନେଇ ସୂଚନା ଦେଇଛନ୍ତି ।
ଜୁନ 1 ଯାଏଁ ବଢିଲା ଲକଡାଉନ ଅବଧି
Download Argus News App
