କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଖଡଗେ କେବଳ ଦଳର ଅକ୍ଷୟ ଭାବେ ନୁହେଁ, ବରଂ ରାଜ୍ୟସଭାରେ ବି ବିରୋଧୀ ଦଳ ନେତା ରହିବେ। ଏହାଦ୍ୱାରା ସେ ବିରୋଧୀ ଦଳଗୁଡିକ ସହିତ ଜଡିତ ରହିବେ।ବୈଠକରେ ଦଳର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, କେସି ବେଣୁଗୋପାଳ, ପି ଚିଦାମ୍ୱରମ ଏବଂ ଦଳର ଅନ୍ୟ କେତେଜଣ ବରିଷ୍ଠ ନେତା ଉପସ୍ଥିତ ଥିଲେ।
କଂଗ୍ରେସର ପାଲଟା ନୀତି...

ଅର୍ଗସ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା।ଖଡଗେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ବେଳେ ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ସଂସଦର ଆଗାମୀ ଶୀତ ଅଧିବେଶନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାମିଲ ହେବେ ନାହିଁ।ତେବେ ଯଦି ଏଭଳି ହୁଏ, ତାହେଲେ ଏହା କଂଗ୍ରେସର ଜଣେ ବ୍ୟକ୍ତି ଗୋଟିଏ ପଦବୀ’ ନୀତି ବିରୁଦ୍ଧ ହେବ।
Download Argus News App
