ଏହି ମାମଲାରେ ଇଡି ତଦନ୍ତ କରୁଥିବା ବେଳେ ସ୍କାନରରେ ରହିଥିଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢ଼ାଉ କରିଥିଲା ଇଡି । ଚଢ଼ାଉ ବେଳେ ନଗଦ ୨୦ କୋଟି ଟଙ୍କା ଜବତ କରାଯାଇଛି । ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ପଶ୍ଚିମବଙ୍ଗର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପରେଶ ଅଧିକାରୀ, ବିଧାୟକ ମାନିକ ଭଟ୍ଟାଚାର୍ଯ୍ୟଙ୍କ ଅଫିସ ଓ ବାସଭବନର ମଧ୍ୟ ରେଡ୍ କରାଯାଇଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ମମତାଙ୍କ ମନ୍ତ୍ରୀ ଗିରଫ

ଅର୍ଗସ ବ୍ୟୁରୋ: ଗିରଫ ହେଲେ ମମତା ବାନାର୍ଜୀଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ପଶ୍ଚିମବଙ୍ଗ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହୋଇଛନ୍ତି । ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ନେଇ ଚାଲିଥିଲା ଛାନଭିନ୍ । ଇଡି ରେଡ୍ ବେଳେ ମିଳିଲା ନଗଦ ୨୦ କୋଟି ଟଙ୍କା । ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ରାଜ୍ୟରେ ଶିକ୍ଷକ ନିଯୁକ୍ତି ନେଇ ବଡ଼ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା ।
ଭାରତର ଇଏ ଏମିତି ମନ୍ଦିର, ଯେଉଁଠି କୃଷ୍ଣଙ୍କ ହାତରେ ମୂରଲୀ ନାହିଁ

ଅର୍ଗସ୍ ବ୍ୟୁରୋ : ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମୋତ୍ସବ। କୃଷ୍ଣଙ୍କ କଥା ପରିକଳ୍ପନା କରିବା ମାତ୍ରକେ ମନକୁ କେତୋଟି ଚିତ୍ର ସ୍ବତଃ ଚାଲିଆସେ। କଳା ରଙ୍ଗର ପୁରୁଷାକୃତି ବିଗ୍ରହ। ମଥାରେ ମୟୂର ଚନ୍ଦ୍ରିକା, ହାତରେ ବଶିଂ ଏବଂ ମଥାରେ ତୀଳକ। ଏହା ହିଁ ଭଗବାନ ଲୀଳା ପୁରୁଷୋତ୍ତମଙ୍କ ସ୍ବରୂପ।
କିନ୍ତୁ ଆମେ ଆଜି ଆପଣଙ୍କୁ କିଛି ଏମିତି ବିଲକ୍ଷ
Download Argus News App
