ସମସ୍ତ ବିଧାୟକ ମାନିକଙ୍କ ନାଁରେ ସହମତି ପ୍ରକାଶ କରିଥିଲେ । ନିର୍ବାଚନର କିଛି ମାସ ପୂର୍ବରୁ ବିପ୍ଲବ ଦେବଙ୍କ ସ୍ଥାନରେ ମାନିକ ଶାହା ତ୍ରିପୁରାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଦଳ ତାଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିଥିଲା ଏବଂ ଏକକ ବହୁମତ ପାଇଥିଲା । ମାର୍ଚ୍ଚ ୮ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମାନିକ ଶାହା ।
ତ୍ରିପୁରା ବିଜୟ ପରେ ଆଜି ବିଧାୟକ ଦଳ ବୈଠକରେ ମାନିକଙ୍କ ନାଁରେ ମୋହର

ଅର୍ଗସ ବ୍ୟୁରୋ : ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ମାନିକ ଶାହା । ତ୍ରିପୁରା ବିଜୟ ପରେ ଆଜି ବିଧାୟକ ଦଳ ବୈଠକରେ ମାନିକଙ୍କ ନାଁରେ ମୋହର । ଅଗରତଲାରେ ବସିଥିବା ବିଧାୟକ ଦଳ ବୈଠକରେ ମାନିକ ଶାହାଙ୍କୁ ବିଧାୟକ ଦଳ ନେତା ବାଛିଛନ୍ତି ବିଜେପି ବିଧାୟକ ।
Download Argus News App
