ଜାନୁଆରୀ ମାସରେ ସିସୋଦିଆଦିଙ୍କ କାର୍ଯ୍ୟାଳୟରୁ ଏକ କମ୍ପ୍ୟୁଟର ଜବତ କରାଯାଇଥିଲା । ପରେ ସେହି କମ୍ପ୍ୟୁଟରରୁ ଅନେକ ତଥ୍ୟ ଡିଲିଟ ହୋଇଥିବା ଜଣାପଡିଥିଲା । ଡିଲିଟ ହୋଇଥିବା ତଥ୍ୟକୁ ପାଇବା ପାଇଁ ସିବିସିଆଇ କମ୍ପ୍ୟୁଟରକୁ ଫୋରେନସିକ୍ ସାଇନ୍ସ ଲାବ୍ରୋଟୋରୀକୁ ପଠାଇଥିଲା ।
ବର୍ତ୍ତମାନ ରିପୋର୍ଟ ଆସିବା ପରେ ଡିଲିଟ ହୋଇଥିବା ଫାଇଲ ଗୁଡିକ ସିବିସିଆଇ ହାତରେ ଲାଗିଛି । ଫେବ୍ରୁଆରୀ 26 ତାରିଖରେ ମାରାଥନ ଜେରା ପରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ସେପଟେ ମାର୍ଚ୍ଚ ୧୦ ତାରିଖରେ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ ।