ଆକ୍ରମଣ ପଛରେ ପାରିବାରିକ ଠିକାଦାରୀ ନୁହେଁ ତ ?
ମୁଖ୍ୟମନ୍ତ୍ରୀ ମନୋହର ଲାଲ ଓ ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ନେଲେ ଶପଥ
ଅର୍ଗସ ବ୍ୟୁରୋ: 65 ବର୍ଷୀୟ ମନୋହର ଲାଲ ଆଜି ଦୀପାବଳୀ ଉତ୍ସବରେ ଦ୍ୱିତୀୟ ଥର ପାଇଁ ହରିୟାଣାର 11 ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଜେଜେପାର ସୁପ୍ରିମୋ ଦୁଷ୍ୟନ୍ତ ଚୌଟାଲା ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ଏହି ଶପଥ ଗ୍ରହଣ ଉତ୍ସବ ଚଣ୍ଡିଗଡର ରାଜଭବନରେ କରାଯାଇଛି । ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ତାଙ୍କୁ ପଦର ଗୋପନୀୟତାର ଶପଥ ଦେଇଥିଲେ ।Chandigarh: Manohar Lal Khattar takes oath as the Chief Minister of Haryana, at the Raj Bhawan. #HaryanaAssemblyPolls pic.twitter.com/SBqHELyaAk
— ANI (@ANI) October 27, 2019
Chandigarh: BJP's Manohar Lal Khattar and JJP's Dushyant Chautala arrive on the stage at the Raj Bhavan. BJP national working president JP Nadda is also with them. #HaryanaAssemblyPolls pic.twitter.com/MSN2P8zuGS
— ANI (@ANI) October 27, 2019
Download Argus News App
