ଓଡ଼ିଆ ପୁଅ ଅଫିସରଙ୍କୁ ବଡ଼ ପଦବୀ

ଅର୍ଗସ ବ୍ୟୁରୋ : ଓଡ଼ିଆ ପୁଅ ଅଫିସରଙ୍କୁ ବଡ଼ ପଦବୀ । ହେଲେ ଡେପୁଟି ନିର୍ବାଚନ କମିଶନର । ଓଡ଼ିଆ ପୁଅ ମନୋଜ କୁମାର ସାହୁ ଡେପୁଟି ନିର୍ବାଚନ କମିଶନର ନିଯୁକ୍ତ । 2006 ବ୍ୟାଚ୍ UT କ୍ୟାଡର IAS ଅଫିସର ମନୋଜ । ଏବେ ଜଳଶକ୍ତି ମନ୍ତ୍ରାଳୟର ଯୁଗ୍ମ ସଚିବ ଅଛନ୍ତି । ଜଗତସିଂହପୁର ବାଲିକୁଦା ବ୍ଲକ ଅଞ୍ଚଳରେ ମନୋଜଙ୍କ ଘର ।
Download Argus News App
