ଜେନେରାଲ ମନୋଜ ପାଣ୍ଡେ ୧୯୮୨ ଡିସେମ୍ବରରେ କ୍ରପ୍ସ ଅଫ ଇଞ୍ଜିନିୟର୍ସ ଭାବେ କମିଶନଡ ପାଇଥିଲେ। ଏହାପରେ ଦୀର୍ଘ ୩୭ ବର୍ଷ ହେଲା ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି। ଏବେ ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଅଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେ।
ମନୋଜ ପାଣ୍ଡେ ହେବେ ସ୍ଥଳ ସେନା ଉପମୁଖ୍ୟ
ନବରଙ୍ଗପୁର ଥାନାରେ ପ୍ରଣବ ଓ ସଞ୍ଜୟଙ୍କ ନାମରେ ମାମାଲା ରୁଜୁ

ନବରଙ୍ଗପୁର : କୋର୍ଟଙ୍କ ନିର୍ଦ୍ଦେଶ ପରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୋଜନା ବୋର୍ଡ ଡେପୁଟି ଚୟରମ୍ୟାନ ସଞ୍ଜୟ ଦାସବର୍ମାଙ୍କ ନାମରେ ନବରଙ୍ଗପୁର ଥାନାରେ ମାମଲା ରୁଜୁ କରାଯାଇଛି। ଧାରା 143,147, 323, 354,149 ଓ ଏସଟି/ ଏସସି ଆକ୍ଟରେ ମାମଲା ରୁଜୁ । ଡିଏସପି ଯୁଗଳ ମଲ୍ଲିକଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଛି ।ସୂଚନା ଅନୁସାରେ, ୨୦୨
Download Argus News App
