ଉଭୟ ରାଜ୍ୟରେ ସୀମାନ୍ତ ଜିଲ୍ଲାରେ ପୋଲିସ କ୍ୟାମ୍ପ ନିର୍ମାଣ ନେଇ ଆଲୋଚନା ହୋଇଛି । ବୈଠକରେ ସୀମାନ୍ତ ମାଓପ୍ରବଣ ଅଞ୍ଚଳରେ ରାସ୍ତା, ଟେଲିକମ ସହ ଉନ୍ନତିମୂଳକ କାର୍ଯ କରାଯିବାକୁ ଗୁରୁତ୍ବ ଦିଆଯାଇଛି ।
ଛତିଶଗଡ଼ ଓଡିଶା ସୀମାରେ ମାଓ ଗତିବିଧି ନେଇ ଗୁରୁତ୍ବପୁର୍ଣ୍ଣ ବୈଠକ

ଅର୍ଗସ ବ୍ୟୁରୋ : ଛତିଶଗଡ଼ ଓଡିଶା ସୀମାରେ ମାଓ ଗତିବିଧି ନେଇ ଗୁରୁତ୍ବପୁର୍ଣ୍ଣ ବୈଠକ । ଓଡ଼ିଶା ଓ ଛତିଶଗଡ଼ର ପୋଲିସ ଡିଜିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହୋଇଥିଲେ । କେନ୍ଦ୍ରୀୟ ଗୁଇନ୍ଦା ସମେତ ରାଜ୍ୟ ଗୁଇନ୍ଦା ଅଧିକାରୀ, ବିଏସଏଫ ଓ ସିଆରପିଏଫ ବରିଷ୍ଠ ଅଧିକାରୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।
Download Argus News App
