ପଛୁଆ ଅଞ୍ଚଳର ବିକାଶ ଏବଂ ଡିଜିଟାଲ ଇଣ୍ଡିଆକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର । ଏହି ମୋବାଇଲ ଟାୱାର ଅପଗ୍ରେଡସନ କାମ ବିଏସଏନଏଲ କରିବ। ଏଥିପାଇଁ ୨୪୨୬ କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର ।
ଆହୁରି ଅଧିକ ଭାରତର ଖବର ପଢନ୍ତୁ…
ଓଡ଼ିଶାର ୪୮୩ ଟି ୨ଜି ମୋବାଇଲ ଟାୱାର ହୋଉଯିବେ ୪ଜି ଟାୱାର

ଅର୍ଗସ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦେଶର ୨୫୪୨ଟି ୨ଜି ମୋବାଇଲ ଟାୱାର କୁ ୪ଜି ରେ ରୂପାନ୍ତରିତ କରାଯିବ । ଏହି ଲିଷ୍ଟରେ ଅଛି ଓଡ଼ିଶାର ୪୮୩ ଟି ୨ଜି ଟାୱାର । ଭାରତର ଅଧିକାଂଶ ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡିକରେ ଥିବା ୨ଜି ମୋବାଇଲ ଟାୱାର ଗୁଡିକ ହୋଇଯିବେ ୪ଜି ଟାୱାର ।
Download Argus News App
