ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ପିଓକେରୁ ଆସିଥିବା କାଶ୍ମୀର ପରିବାରଙ୍କୁ ମୋଦିଙ୍କ ଉପହାର, ମିଳିବ ୫.୫ଲକ୍ଷ ଟଙ୍କା
ଅର୍ଗସ ବ୍ୟୁରୋ: କେନ୍ଦ୍ର ସରକାର ଆଜି ଦୁଇ ଦୁଇଟା ବଡ ଉପହାର ସଦୃଶ ଦେଶବାସୀଙ୍କୁ ପ୍ରଦାନ କରିଛନ୍ତି । ସରକାର ଆଜି କେନ୍ଦ୍ର ବୈଠକରେ ପ୍ରଥମତଃ ସରକାରୀ କର୍ମଚାରୀଙ୍କ ଭହଙ୍ଗା ଭତ୍ତା 5 ପ୍ରତିଶତ ବଢାଇଥିଛନ୍ତି । ସେହିପରି ପାକିସ୍ତାନ ଅଧିକୃତ କାଶ୍ମୀରରୁ ବିସ୍ତାପିତ ହୋଇ ଭାରତର କିଛି ରାଜ୍ୟରେ ରହିଥିବା 5300 ପରିବାରଙ୍କୁ ଦୀବାବଳୀ ଉପହାର ପ୍ରଦାନ କରିଛନ୍ତି ।
ଏବେ ଏହି ପରିବାରଙ୍କୁ କେନ୍ଦ୍ର ତରଫରୁ ସାଢେ 5 ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ତେବେ ଏହାର ଦାବି ବହୁ ଦିନରୁ କରାଯାଇଆସୁଥିଲା ଯାହାକୁ ମୋଦି ସରକାର ସଫଳ କରିବାକୁ ଯାଉଛନ୍ତି ।
Download Argus News App
