ସେହିପରି କୃଷକ ସଂଗଠନ ଗୁଡିକୁ 2 କୋଟି ଟଙ୍କାର ଋଣ ପ୍ରଦାନ କରାଯିବ। ଏହାସହ ଏକ ଲକ୍ଷ କୋଟି ଟଙ୍କାର ଫଣ୍ଡର ବ୍ୟବହାର APMC କରିବ। APMC ମଣ୍ଡି ଗୁଡିକୁ ଅଧିକ ମଜବୁତ କରାଯିବା ନେଇ ମଧ୍ୟ ସରକାର ଘୋଷଣା କରିଛନ୍ତି।
କୃଷି ମଣ୍ଡି ଗୁଡିକୁ ଅଧିକ ସଂଶାଧନ ପ୍ରଧାନ କରାଯିବ। ସେହିପରି କେନ୍ଦ୍ର ମନ୍ତ୍ରିମଣ୍ଡଳ ସ୍ଵାସ୍ଥ୍ୟ ଏମରେଜନ୍ସି ପାଇଁ 23 ହଜାର କୋଟିର ପ୍ୟାକେଜକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।