କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର, କେନ୍ଦ୍ର ଆଇନ୍ ଓ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, କେନ୍ଦ୍ର ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଇସ୍ତଫା ଦେଇଛନ୍ତି।
ମୋଦିଙ୍କ ଟିମରେ କାହାକୁ ମିଳିଛି ଭାଗ
- ୧୩ ଓକିଲ, ୬ ଡାକ୍ତର, ୭ ପୂର୍ବ ପ୍ରଶାସନିକ ଅଧିକାରୀ, ୫ ଇଞ୍ଜିନିୟର ସାମିଲ
- ସଙ୍ଖାଲଘୁଙ୍କୁ ମନ୍ତ୍ରୀପଦ : ଜଣେ ଲେଖାଏଁ ମୁସଲିମ, ଶିଖ୍, ଖ୍ରୀଷ୍ଟିୟାନ୍, ୨ ବୌଦ୍ଧ ମନ୍ତ୍ରୀପଦ ପାଇଲେ
- OBC ପର୍ଯ୍ୟାୟରୁ ୫ ଜଣଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା
- ଅନୁସୂଚିତ ଜନଜାତୀ(ST) ପର୍ଯ୍ୟାୟରୁ ୩ ଜଣଙ୍କୁ କ୍ୟାବିନେଟ୍ ରାଙ୍କ
- ଅନୁସୂଚିତ ଜାତୀ (SC) ପର୍ଯ୍ୟାୟରୁ ୨ ଜଣଙ୍କୁ କ୍ୟାବିନେଟ୍ ରାଙ୍କ
- ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସାମିଲ ହେଲେ
- ୧୮ ରାଜ୍ୟ ମନ୍ତ୍ରୀ କ୍ୟାବିନେଟ ପାହ୍ୟାକୁ ଉନ୍ନୀତ