କଚ୍ଛରେ ଏହା ହେଉଛି ପ୍ରଥମ ସୁପର ସ୍ପେସିଆଲିଟି ହସ୍ପିଟାଲ୍ । ହସ୍ପିଟାଲରେ ରହିଛି ୨୦୦ ଶଯ୍ୟା । ଏଠାରେ ମେଡିକାଲ୍ ସୁପର ସ୍ପେସିଆଲିଟି ସେବା ଗୁଡିକ ସୁଲଭ ମୂଲ୍ୟରେ ସ୍ଥାନୀୟ ଲୋକଙ୍କ ପାଇଁ ସହଜରେ ଉପଲବ୍ଧ ହେବ ।
ଆଜି କେ କେ ପଟେଲ ସୁପର ସ୍ପେସିଆଲିଟି ହସ୍ପିଟାଲର ଉଦ୍ଘାଟନ କରିବେ ମୋଦି
ନନ୍ଦନକାନନରେ ଆଖି ବୁଜିଲା ସିଂହୀ
ଭୁବନେଶ୍ୱର: ନନ୍ଦନକାନନରେ ସିଂହୀର ମୃତ୍ୟୁ । ଚିତି ସାପ କାମୁଡ଼ାରେ ସିଂହୀର ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଛି । ସିଂହୀଟି ଆଫ୍ରିକୀୟ ବୋଲି ଜଣାପଡ଼ିଛି । ଗତକାଲି ସଂଧ୍ୟାରେ ସିଂହୀଟିକୁ ଚିତି ସାପ କାମୁଡ଼ି ଦେଇଥିଲା । ୩୦ ନଂ ଖୁଆଡରେ ମୃତ ଆଫ୍ରିକୀୟ ସିଂହୀଟି ରହୁଥିବା ଜଣାପଡ଼ିଛି । ସାପ କାମୁଡିବା ପରେ ସିଂହୀର ଅବସ୍ଥା ଧିର
Download Argus News App
