ଆଶା କରାଯାଇଛି ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ରହିବ। ଜୁନ୍ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଭଲ ବର୍ଷା ହେବ।
କର୍ଣ୍ଣାଟକ ଉପକୂଳରେ ଘୂର୍ଣ୍ଣିବଳୟ ଯୋଗୁଁ ଦକ୍ଷିଣ-ପଶ୍ଚିମ ମୌସୁମୀର ଗତିପଥ ପ୍ରଭାବିତ ହୋଇଥିବାରୁ ଜୁନ ୧ ପରିବର୍ତ୍ତେ ୨ ଦିନ ବିଳମ୍ବରେ ମୌସୁମୀ ଆସିଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।
ନୂଆଦିଲ୍ଲୀ : ଦୁଇ ଦିନ ବିଳମ୍ୱରେ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। କେରଳ ଛୁଇଁବା ପରେ ବଦଳିଛି ପାଗର ମିଜାଜ୍। ଯାହାର ପ୍ରଭାବରେ କେରଳରେ ବର୍ଷା ହେଲାଣି। ଆଉ ଆଇଏମଡିର ଅନୁମାନ, ୧୦-୧୨ ଦିନ ପରେ ଓଡ଼ିଶା ଛୁଇଁବ ମୌସୁମୀ। ପାଖା ପାଖି ରଜ ବେଳକୁ ବର୍ଷା ଆରମ୍ଭ ହୋଇଯିବ।