ସୋସିଆଲ ମିଡିଆ ରେ ଖୁବ୍ ଭାଇରାଲ ଏହି ଭିଡିଓ । ଭିଡିଓ ରେ ଆପଣ ମାନେ ଦେଖିପାରିବେ କେମିତି ପିଲା ଟି ରାସ୍ତାରେ ଛିଡା ହୋଇ ଖୁସିରେ ନାଚି ପଡୁଛି । ପିଲା ଟି କୁ ଦେଖିଲେ ଲାଗୁଛି ସେ କାହାକୁ ଅପେକ୍ଷା କରିଛି । ସେଥିପାଇଁ ସେ ଖୁସି ରେ ନାଚି ପଡୁଛି । ଆଜ୍ଞା ହଁ ଦର୍ଶକବନ୍ଦୁ ପିଲା ଟି ତା ଭାଇ କୁ ଅପେକ୍ଷା କରିଛି । ଭିଡିଓ ରେ ଦେଖିବାକୁ ମିଳିଛି ପିଲା ଟି ର ଭାଇ ଆସିବା ପରେ ସେ ତା ଭାଇ କୁ ଖୁସିରେ ଜାବୁଡି ଧରିଲା ତା ଭାଇ ବି ବହୁତ ଖୁସି ରେ ତା ପାଖକୁ ଆସି ତାକୁ ଜାବୁଡି ଧରିଛି ।
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଦେଖି ଅନେକ ମତାମତ ଆସୁଛି ।ଭିଡିଓ କୁ ୬୦ ହଜାରୁ ଅଧିକ ଦର୍ଶକ ଦେଖିସାରିଛନ୍ତି । ବାସ୍ତଵରେ ଭିଡିଓ ଟି ଵେଶ୍ ହୃଦୟସ୍ପର୍ଶୀ ।
ଭାରତ ଖବର ଆହୁରି ପଢ଼ନ୍ତୁ ।