ଜମ୍ମୁ-କଶ୍ମୀର: ପୁଲଓ୍ୱାମା ବର୍ବର କାଣ୍ଡ ପରେ ପୁଣି ଜମ୍ମୁ କଶ୍ନୀରରେ ଜଣେ ମେଜର ସହିଦ୍ ହୋଇଛନ୍ତି । ରଜୌରୀ ଏଲଓସି ବୋର୍ଡରରେ ଯାଞ୍ଚ କରୁଥିବା ସମୟରେ ହଠାତ୍ ଏକ ବ୍ଲାଷ୍ଟରେ ଭାରତୀୟ ସେନାର ଜଣେ ମେଜର ପ୍ରାଣ ହରାଇଛନ୍ତି ।
ବର୍ତ୍ତମାନ ପୁଣି ଜଣେ ବୀର ପୁତ୍ରଙ୍କୁ ଦେଶ ହରାଇଛି । ଗୋଟିଏ ପଟେ ପୁଲଓ୍ୱାମା ବର୍ବର କାଣ୍ଡରେ ସହିଦ୍ଙ୍କୁ ଦେଶ ଶ୍ରଦ୍ଧାଞ୍ଜଳି ଦେଉଥିବା ବେଳେ ଜମ୍ମୁ-କଶ୍ନୀରର ରଜୌରୀ ସେକ୍ଟର ଅଞ୍ଚଳରେ ଏକ ବ୍ଲାଷ୍ଟ ହେବା ଫଳରେ ସେନାର ଜଣେ ମେଜର ସହିଦ୍ ହୋଇଛନ୍ତି । ଅଞ୍ଚଳ ଯାଞ୍ଚ କରୁଥିବା ସମୟରେ ହଠାତ୍ ବ୍ଲାଷ୍ଟ ହେବା ଫଳରେ, ଆଉ ଜଣେ ବୀର ପୁତ୍ରଙ୍କୁ ଦେଶ ହରାଇବା ଖବର ଏବେ ଏବେ ପହଞ୍ଚିଛି ।
Jammu & Kashmir: One Army officer has lost his life in an explosion in the Rajouri sector along the Line of Control. Nature of explosion being ascertained; More details awaited pic.twitter.com/UKQtY7F38S
— ANI (@ANI) February 16, 2019
