ଭୁବନେଶ୍ୱର: କଥାରେ ଅଛି ଅଣ୍ଟି ଛୁରୀ, ତଣ୍ଟି କାଟେ । ଯେତେବେଳେ ନିଜ ଲୋକ ଶତ୍ରୁ ଭଳି ଆଚରଣ କରେ ପରକୁ କଣ ଦୋଷ ଦେବା । କିଛି ଏଭଳି ପରିସ୍ଥିତି ଆଜି ଦେଶରେ ଦେଖିବାକୁ ମିଳିଛି । ଏଭଳି କଥନକୁ ସତ୍ୟ ବୋଲି ପ୍ରମାଣିତ କରିଛନ୍ତି ଦେଶର ଆଗଧାଡିର କିଛି ଲେଖକ, ସାମ୍ୱାଦିକ, ନେତା ଓ ଅଭିନେତାଙ୍କ ଭଳି କିଛି ଲୋକପ୍ରିୟ ବ୍ୟକ୍ତିତ୍ୱ । ଭାରତରେ ରହି ଏମାନେ ପାକିସ୍ତାନର ଭାଷା କହୁଥିବା ବେଳେ ପାକିସ୍ତାନ ଏମାନଙ୍କୁ ପ୍ରଶଂସା କରିଛି । ତେବେ ଏଭଳି ଭାରତୀୟଙ୍କ ତାଲିକାରେ ସାମିଲ ଅଛନ୍ତି ଲୋକପ୍ରିୟ ବ୍ୟକ୍ତିତ୍ୱ ରାଜଦୀପ ସରଦେସାଇ, ବର୍ଖା ଦତ୍ତ, ଶୋଭା ଦେ, ସାଗରିକା ଘୋଷ, ରାହୁଲ ଗାନ୍ଧି, ମମତା ବାନାର୍ଜୀ, ନଭଜୋତ୍ ସିଂହ ସିଦ୍ଧୁ, ଅରବିନ୍ଦ କେଜ୍ରିଓ୍ୱାଲ, ଦିଗ୍ବିଜୟ ସିଂହ, ରାଣା ଅୟୁବ, ଶାହ ଫୈଜଲ ଏବଂ ଅନ୍ୟମାନେ ।
ଏମାନେ କିଛି ଏଭଳି ବ୍ୟକ୍ତିତ୍ୱ, ଯେଉଁମାନେ ମୋଦି ଏବଂ ତାଙ୍କ ସରକାରଙ୍କ ବିରୋଧରେ ସ୍ୱର ଉଠାଇବାକୁ ଯାଇ ସମଗ୍ର ଦେଶକୁ ମଧ୍ୟ ଅପମାନ କରିଛନ୍ତି । ଏହି କାରଣରୁ ପାକିସ୍ତାନ ମିଡିଆରେ ଏମାନଙ୍କୁ ବୁଦ୍ଧିଜୀବି ବୋଲି ପ୍ରଦର୍ଶିତ କରାଯାଇ କୁହାଯାଇଛି ଯେ, ଭାରତରେ ଏହି ବୁଦ୍ଧିଜୀବିମାନେ ହିଁ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନା କରିବାକୁ ସ୍ୱର ଉଠାଇଛନ୍ତି । ଏହାସହ ପାକିସ୍ତାନ ମିଡିଆ ଏମାନଙ୍କୁ ପ୍ରଶଂସାରେ ପୋତି ପକାଇଛି ।
ଏହି ତଥାକଥିତ ସେକ୍ୟୁଲାର ଏବଂ ଲେଫ୍ଟ-ଲିବରାଲ ଶ୍ରେଣୀର ବ୍ୟକ୍ତିତ୍ୱ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ଭାରତକୁ ଫେରାଇଥିବାରୁ ଇମ୍ରାନ ଖାନଙ୍କୁ ମଧ୍ୟ ଭୂରି ଭୂରି ପ୍ରଶଂସା କରିଛନ୍ତି । ମୋଦି ଏବଂ ମୋଦି ସରକାରକୁ ନିନ୍ଦା କରିବା ସହ, ବାୟୁସେନା ଏୟାର ଷ୍ଟ୍ରାଇକର ସତ୍ୟତା ଉପରେ ସନ୍ଦେହ କରିବା ସହ, ଭାରତୀୟ ହୋଇ ଦେଶ ମଧ୍ୟରେ ଫାଟ ସୃଷ୍ଟି କରିଥିବାରୁ ଏମାନଙ୍କୁ ପାକିସ୍ତାନ ପ୍ରଶଂସା କରିଛି ।
Be careful.
These days ISIS Suicide bomb experts tweet impersonating famous Indian journalists. pic.twitter.com/sCSF9P4Xuv — Vivek Agnihotri (@vivekagnihotri) March 2, 2019
ଏହି ଗୃହଶତ୍ରୁଙ୍କ ଟ୍ୱିଟ୍ ପାକିସ୍ତାନକୁ ଭାରତ ବିପକ୍ଷରେ ଷଡଯନ୍ତ୍ର ରଚିବାରେ ଇନ୍ଧନ ଓ ପ୍ରେରଣା ଯୋଗାଉଛି । ଏମାନଙ୍କଠାରୁ ପ୍ରେରଣା ପାଇଁ ଆଜି ପାକିସ୍ତାନ ସମଗ୍ର ବିଶ୍ୱରେ ନିଜକୁ ଶାନ୍ତିର ପୂଜାରୀ ଭାବେ ପ୍ରଦର୍ଶିତ କରି ନୋବେଲ ପୁରସ୍କାର ଦାବି କରିବା ସହ ଭାରତ ଯୁଦ୍ଧ ଚାହୁଁଥିବା ଦର୍ଶାଉଛି । ଏହାସହ ଭାରତରେ ପୁଲଓ୍ୱାମା ସମେତ ସମସ୍ତ ଆତଙ୍କୀ ଆକ୍ରମଣ ବିରୋଧରେ ଓ ପାକିସ୍ତାନ ବିପକ୍ଷରେ ଉଠିଥିବା ସ୍ୱରକୁ ବିଫଳ କରିବା ଦିଗରେ ଓ ଶାନ୍ତି ସ୍ଥାପନା ଦିଗରେ ଏହି ବ୍ୟକ୍ତିତ୍ୱମାନେ ବା ଗୃହଶତ୍ରୁମାନେ ସ୍ୱର ଉଠାଇଥିବା ଦର୍ଶାଉଛି । ତେବେ ଆସନ୍ତୁ ଏହି ଗୃହଶତ୍ରୁଙ୍କ କିଛି ଟ୍ୱିଟ୍ ଉପରେ ଟିକେ ନଜର ପକାଇବା ।
#India: 21 Opposition parties express deep anguish over #Modi's blatant politicization of prevailing security situation https://t.co/zZTimuRovj
— Radio Pakistan (@RadioPakistan) February 28, 2019
I think we should welcome this gesture from @ImranKhanPTI on the release of #Abhinandan. The door for deescalation has been opened. And this is really not the time for dumb and needless gloating by tv anchors
— barkha dutt (@BDUTT) February 28, 2019
We in India may not like this, but in terms of pure optics, @ImranKhanPTI at the moment is winning the day by taking the moral high ground .. we have a strong case on terror but too many of our leaders busy calculating votes at the moment..
— Rajdeep Sardesai (@sardesairajdeep) February 28, 2019
A Nobel Peace Prize to @ImranKhanPTI could drastically change the way Pakistan operates in the South Asia region.
IK has already raised the bar for leadership in the region, and the Prize could encourage him to further nurture the India-Pak relationship. He deserves the prize. — Shah Faesal (@shahfaesal) March 2, 2019
With apologies & respect to Modiji, but today he has been outdone and outshone in diplomacy, war strategy and public outreach by a swashbuckling cricket captain @ImranKhanPTI
— Sagarika Ghose (@sagarikaghose) February 28, 2019
All sorts of casualty figures floating around in the Indian media. But almost all independent reportage from Balakot arriving at this conclusion. 'Where Are The Dead Terrorists?': Ask Villagers Near Balakot Who Were Hit By India Air Strikehttps://t.co/D0AYCvO01L
— Rana Ayyub (@RanaAyyub) March 1, 2019
Television channels calling it a strategic victory for PM Modi. What did i miss ?
— Rana Ayyub (@RanaAyyub) February 28, 2019
Sensible words from Imran Khan. This should be followed by the release of Wing Commander Abhinandan with the respect he deserves. Escalating this ain't serving the interests of both the countries. https://t.co/My0xdEsj7m
— Rana Ayyub (@RanaAyyub) February 27, 2019
Modi has demonstrated that Kashmir is potentially a flash-point for nuclear war. Every person, country, and organisation has the right to intervene and do everything in its power to prevent it, writes Arundhati Roy. https://t.co/COexxUXYZA
— Sagarika Ghose (@sagarikaghose) March 1, 2019
I salute you @wasimakramlive, one of the greatest stars in world cricket, for your impassioned appeal
India & #Pakistan shd join hands to fight our common enemy - terrorism. We shd also cooperate to fight against poverty & for dignified life for all#TogetherWeWin #SayNoToWar https://t.co/eW7wgO6Plz — Sudheendra Kulkarni (@SudheenKulkarni) March 2, 2019
Prime Minister @ImranKhanPTI Sahab:
Please accept my heartfelt kudos. You have proved to be a Man of Peace. My prayer - Now You and PM @narendramodi ji can, and should, together make it WIN-WIN for both New India and Naya Pakistan.#WelcomeBackAbhinandan#SayNoToWar pic.twitter.com/Pr6We13UKI — Sudheendra Kulkarni (@SudheenKulkarni) February 28, 2019
Never seen a Pakistani PM so outplay an Indian PM so completely.
— Krishan Partap Singh (@RaisinaSeries) February 28, 2019
