ଏପରିକି ନବ ନିର୍ବାଚିତ କାଉନସିଲର ମାନେ ଶପଥ ଗ୍ରହଣ କରିବେ। ଏହାପରେ ମେୟର, ଡେପୁଟି ମେୟର ଓ ୬ ଜଣିଆ ଷ୍ଟାଣ୍ଡିଂ କମିଟି ସଦସ୍ୟ ପାଇଁ ମତଦାନ ହେବ। ପୂର୍ବରୁ ଗତ 6ତାରିଖରେ ବିଜେପି-ଆପ୍ କାଉନସିଲର ମାନଙ୍କ ମଧ୍ୟରେ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି ପରେ ମେୟର ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।
ରାଜନୀତି ଖବର ଆହୁରି ପଢନ୍ତୁ ।